ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ ସ୍ନାନମଣ୍ଡପରେ ସୁନାକୂଅର ୧୦୮ଗରା ସୁବାସିତ ଜଳରେ ସ୍ନାନପରେ ଅସୁସ୍ଥ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି।

ଶ୍ରୀମନ୍ଦିରରେ ଆଜି ଠାରୁ ଦିଅଁ ପୂଜା ପାଇବେ ଏବଂ ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବଦେବୀ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଶ୍ରୀଜିଉଙ୍କ ଅଣସର ନୀତି ୧୪ଦିନ ଧରି ଚାଲିବ ।ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes