ଆଜିଠୁ ବଢିଲା ପାହାଳ ରସଗୋଲା ଦର

କ୍ଷୀର ଓ ଛେନା ଦର ବଢ଼ିବା ପରେ ପାହାଳ ମିଠା ବ୍ୟବସାୟୀ ସଂଘ ବିଭିନ୍ନ ପ୍ରକାରର ମିଠା ଉପରେ ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ।

ନୂତନ ଧାର୍ଯ୍ୟ ଦର ଅନୁସାରେ ଏଣିକି ୫ ଟଙ୍କିଆ ରସଗୋଲା ଗୋଟାକୁ ୬ଟଙ୍କାରେ ବିକ୍ରି ହେବ। ସେହିପରି ୧୦ ଟଙ୍କିଆ ମିଠା ୧୨ ଟଙ୍କା ଓ ୨୦ ଟଙ୍କିଆ ରସୋଗଲା ୨୫ ଟଙ୍କାରେ ବିକ୍ରିହେବ। ଅନ୍ୟପଟେ ଛେନାଗଜା କିଲୋ ୨ ଶହ ବଦଳରେ ୨୨୦ ଓ ଛେନାପୋଡ ୨୫୦ ପରିବର୍ତ୍ତେ୨୮୦ ଟଙ୍କାରେ ବିକ୍ରି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes