ମୁଣ୍ଡଳି ବ୍ରିଜ୍‌ରୁ ଡେଇଁ ଛାତ୍ରୀ ମୃତ୍ୟୁ ଘଟଣା; ପୁରୁଷ ବନ୍ଧୁ ଗିରଫ

ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଆଠଗଡ଼ ପୁଲିସ।

ଗତ ୨୦ରେ ଛାତ୍ରୀ ବ୍ରିଜରୁ ଡେଇଁଥିଲେ। ପରଦିନ ତାଙ୍କ ମୃତଦେହ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes