ଗତ କିଛି ଦିନ ଧରି ଅସୁସ୍ଥ ଥିବା ହାତୀ ‘ନନ୍ଦ’ ଆଜି ଭୋର୍ ୩ଟାରେ ଭୁବନେଶ୍ବର ଡମପଡ଼ା ଅଭୟାରଣ୍ୟରେ ଆଖି ବୁଜିଛି।
ଅନ୍ୟ ହିଂସ୍ର ହାତୀକୁ ବଶ କରିବା ପାଇଁ ଚନ୍ଦକା ଗୋଡ଼ିବାରିରେ ନନ୍ଦକୁ ପ୍ରଶିକ୍ଷଣ ଦିଆଯାଇଥିଲା। ୧୯୯୮ରେ ନିଜ ମାହୁନ୍ତକୁ ମାରିଥିଲା ନନ୍ଦ।
Credible Local News of Odisha