ବାଲେଶ୍ଵର ଜିଲ୍ଲା ସୋର ଥାନା ବାରିକପୁର ନିକଟ ଏକ ପାଣିନାଳରୁ ଗତକାଲି ଉଦ୍ଧାର ହୋଇଥିବା ଅଚିହ୍ନା ମୃତଦେହର ପରିଚୟ ମିଳିଛି।
ସୋର ପୌରପାଳିକା ଅଧିନ ମାଟିଆପଲା ଅଞ୍ଚଳର ବୁଦ୍ଧିରାମ ବେହେରା ବୋଲି ପୁଲିସ ପକ୍ଷରୁ ଆଜି ସୂଚନା ମିଳିଛି।
Credible Local News of Odisha