ଆଇଏଏସସ୍ତରରେ ଅଦଳବଦଳ; ଅରବିନ୍ଦ ପାଢୀ ହେଲେ ହସ୍ତତନ୍ତ, ବୟନଶିଳ୍ପ ପ୍ରମୁଖ ସଚିବ

୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ ଆଜି ରାଜ୍ୟ ସରକାର ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes