ଡ୍ରେନ୍ ପାଇଁ ଜମି ଛାଡି ନାହାନ୍ତି : ପଡାବାସୀ ହଇରାଣ

ବରଗଡ଼ ସିବାନନ୍ଦ ନଗର ଅଂଚଳରେ ଜମି ମାଲିକ ଡ୍ରେନ୍ ପାଇଁ ଜମି ଛାଡି ନଥିବା ନେଇ ବିବାଦ । ଉକ୍ତ ଅଞ୍ଚଳରେ ଡ୍ରେନ୍ ପାଇଁ ଜାଗା ନାହିଁ ଫଳର ଡ୍ରେନ୍ ପାଣି ବର୍ଷ ତମାମ ରାସ୍ତା ଉପରେ ଯାଉଛି, ଯଦ୍ୱାରା ପିଲାଙ୍କ ସ୍କୁଲ ଯିବାରେ ବାଧକ ସାଜିଛି ରାସ୍ତା ।

ମ୍ୟାଟ୍ରିକ ପରୀକ୍ଷା କିଛି ମାସ ପରେ ଥିବା ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ତେଣୁ ଜିଲ୍ଲା ପ୍ରଶାସନ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes