ଅସୁସ୍ଥତା ପାଇଁ ଆଜି ଇଡିରେ ହାଜର ହେଲେନି ଅକ୍ଷୟ ପରିଜା

ଅସୁସ୍ଥତା ପାଇଁ ଅକ୍ଷୟ ପରିଜା ଆଜି ହାଜର ହୋଇ ପାରି ନାହାନ୍ତି, ସେ କାଲି ବ୍ୟାଙ୍କକରୁୁ ଫେରିଛନ୍ତି, ଥଣ୍ଡାକାଶରେ ଆକ୍ରାନ୍ତ ହୋଇଛନ୍ତି, ଏବେ ଆଇସୋଲେସନରେ ଅଛନ୍ତି ବୋଲି ଇଡି ଅଫିସରୁ ବାହାରିବା ପରେ ସୂଚନା ଦେଇଛନ୍ତି ଅକ୍ଷୟ ପରିଜାଙ୍କ ଓକିଲ।

ଇଡି ଆଉ ଥରେ ତାରିଖ ଧାର୍ଯ୍ୟ କଲେ ହାଜର ହୋଇ ପକ୍ଷ ରଖିବେ,
ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଅକ୍ଷୟଙ୍କ ଓକିଲ କହିଛନ୍ତି। ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ମାମଲାରେ ଆଜି ହାଜର ହୋଇଥାନ୍ତେ ପ୍ରୋଯୋଜକ ଅକ୍ଷୟ ପରିଜା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes