ଅସୁରମୁଣ୍ତା ଆଶ୍ରମ ବିଦ୍ୟାଳୟରେ ସର୍ଗିଫୁଲ ଅନୁଷ୍ଠିତ

ସୋନପୁର ବ୍ଲକ ଅନ୍ତର୍ଗତ ଅସୁରମୁଣ୍ତା ଆଶ୍ରମ ବିଦ୍ୟାଳୟରେ ଅନୁସୁଚିତ ଜନଜାତି ବିଭାଗ ପରିଚାଳିତ ଶିଶୁ ମହୋତ୍ସବ ସର୍ଗିଫୁଲ ପ୍ରଧାନଶିକ୍ଷକ ବୃନ୍ଦାବନ ବଢେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l

ଏହି ସଭାରେ ମୁଖ୍ୟଅତିଥି ରୂପେ ମଙ୍ଗଳ ଅଧିକାରୀ ପାଲାକା ରବିନ୍ଦ୍ରେ ,ଅତିରିକ୍ତ ମଙ୍ଗଳ ଅଧିକାରୀ ବୀରମହାରାଜପୁର ସୁରେଶ ଚନ୍ଦ୍ର ସାହୁ, ମହେନ୍ଦ୍ରଭୋଇ, ହୃଶିକେଷ ମେହେର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes