ଅଳିଆ ଗଦାରେ ବ୍ୟାଗ ଭିତରୁ ଶିଶୁପୁତ୍ରର ମୃତଦେହ ଠାବ

ବଲାଙ୍ଗିର ଜିଲ୍ଲା ଟାଉନ୍ ଥାନା କ୍ଲବପଡ଼ା ନିକଟ ଏକ ଡାଇଗ୍ନୋଷ୍ଟିକ ସେଣ୍ଟର ସାମ୍ନାରୁ ଠାବ ହୋଇଛି।

ମୃତ ନବଜାତ ଶିଶୁ କାହାର ଓ କିଏ ସେଠାରେ ଫିଙ୍ଗିଥିଲା ଜଣାପଡ଼ିନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes