ଆକାଶ ପାଠକଙ୍କ ବିଏମଡବ୍ଲୁ କାର୍ ଜବତ କଲା ଇଡି

ଟାଟା କଂପାନୀରେ ଚାକିରି ନାଁରେ ଠକେଇ ମାମଲାର ତଦନ୍ତ କରୁଥିବା ଇଡି ଆକାଶ ପାଠକଙ୍କ ବିଏମଡବ୍ଲୁ କାର୍ ଜବତ କରିଛି।

ନଗଦ ଟଙ୍କା ଦେଇ ଓଏସ୍ଏଲ ସୋ ରୁମ୍‌ରୁ କିଣିଥିଲେ ଆକାଶ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes