ଅର୍ଚ୍ଚନା ନାଗ ମାମଲାରେ ଆଜିି ଦାଖଲ ହେବ ଚାର୍ଜସିଟ୍

ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି।

ଜେରାର ସମ୍ମୁଖୀନ ସମସ୍ତଙ୍କ ଅଡିଓ, ଭିଡିଓ ରେକର୍ଡ ବି ଦାଖଲ ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes