ଆସନ୍ତାକାଲି ଲଛିପୁର ଥାନା ଉଦ୍ଘାଟନ

ସୋନପୁର ସଦରବ୍ଲକ ଅନ୍ତର୍ଗତ ନୂଆ ଭାବେ ତିଆରି ହୋଇଥିବା ଲଛିପୁର ଥାନା ଆସନ୍ତା କାଲି ଭିଡିଓ କନଫରେନ୍ସିଂ ମାଧ୍ଯମରେ ମୁଖ୍ୟମନ୍ତ୍ରୀ ଉଦ୍ ଘାଟନ କରିବେ ବୋଲି ସୂଚନା ଦିଆଯାଇଛି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes