ଅର୍ଚ୍ଚନା ନାଗ ଘଟଣାର ଇଡି ତଦନ୍ତ ପାଇଁ ହାଇକୋର୍ଟରେ ମାମଲା

ଅର୍ଚ୍ଚନା ନାଗ ନାମ୍ନୀ ମହିଳା ବହୁ ସଂଖ୍ୟକ ନେତା, ଅଫିସର, ବ୍ୟବସାୟୀଙ୍କୁ ବ୍ଲାକମେଲ କରି ବିପୁଳ ଅର୍ଥ ଆଦାୟ କରିବା ଘଟଣା ରାଜ୍ୟବ୍ୟାପୀ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଘଟଣାର ତଦନ୍ତ ଇଡି ଦ୍ୱାରା କରାଇବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମାମଲା କରାଯାଇଛି l
ମାମଲାରେ କେନ୍ଦ୍ର, ରାଜ୍ୟ ସରକାର,ମୁଖ୍ୟ ସଚିବ, ଡିଜିପି, ଇଡି ଏବଂ ଭୁବନେଶ୍ୱରର ଦୁଇ ଥାନାର ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes