ଦୀନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପିକା

ବ୍ରହ୍ମପୁରର କେ ଦୀପିକା ଦୀନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଦୀନେଶ ଜାମିନ ସର୍ତ୍ତ ଖିଲାପ କରିଥିବା ଅଭିଯୋଗ କରିଛନ୍ତି ଦୀପିକା । ମାମଲାର ତ୍ବରିତ ଶୁଣାଣି ପାଇଁ ଦୀପିକା ଅନୁରୋଧ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes