ଅବକାରୀ ଚଢଉ ମଦ ସହ ସ୍କୁଟି ଜବତ, ଜଣେ ଗିରଫ

କେନ୍ଦୁଝର ଅବକାରୀ ବିଭାଗ ଆଜି ସଦର ଓ ଟାଉନ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ୯୮୫ କେଜି ମହୁଲ ପୋଚ ନଷ୍ଟ କରିଥିବା ବେଳେ ୧୬୨ଲିଟର ଦେଶୀ ମହୁଲି ମଦ ସହ କେନ୍ଦୁଝର ସହରର କଲେଜ ରୋଡ ନିକଟରୁ ଏକ ସ୍କୁଟିରୁ ଟାୟାର ଟିୟୁବରେ ଥିବା ୩୫ଲିଟର ମଦ ଜବତ କରିଛନ୍ତି।

ଏହି ଘଟଣାରେ ଜଣେ ଅଭିଯୁ୍କ୍ତ ଫେରାର ହୋଇ ଯାଇଥିବା ବେଳେ ନରସିଂହପୁର ଗ୍ରାମର ଦିବାକର ମାଝୀ(୪୫) ଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes