ବୀରମହାରାଜପୁର ମହାବିଦ୍ୟାଳୟର ଶିକ୍ଷା ବିଭାଗରେ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବୀରମହାରାଜପୁର ମହାବିଦ୍ୟାଳୟର ଶିକ୍ଷା ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ଏଥିରେ ପରିଚାଳନା କମିଟି ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳା ଓ ଶିକ୍ଷାର ଗୁଣାତ୍ମକ ମାନ ସମ୍ପର୍କରେ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes