ଅନ୍ତର୍ଜାତୀୟ ନିଶା ସେବନ ନିରାକରଣ ଦିବସ ପାଳିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ହାଇସ୍କୁଲ ଠାରେ ଆଜି ପ୍ରଥମ ଶିକ୍ଷକ ଙ୍କ ତତ୍ତ୍ଵାବଧାନରେ ଅନ୍ତର୍ଜାତୀୟ ନିଶା ସେବନ ନିରାକରଣ ଦିବସ ପାଳିତ ହୋଇଯାଇଛି।‌

ଏହି ଅବସରରେ ‌ସ୍କୁଲର ଛାତ୍ରଛାତ୍ରୀମାନେ ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମାଞ୍ଚଳ ପରିକ୍ରମା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes