ଇନ୍ଦ୍ରାବତୀ ଜଳଭଣ୍ଡାର ପଙ୍କ ଉଦ୍ଧାର ସର୍ଭେ ଆରମ୍ଭ

କଳାହାଣ୍ଡି ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାରର ପଙ୍କ ଉଦ୍ଧାର ସର୍ଭେ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି ।

ଏକ ଉଚ୍ଚସ୍ତରୀୟ କମିଟି ବୋଟ ସାହାଯ୍ୟରେ ଯାଇ ଆବଶ୍ୟକ ମେସିନ ସହ ପଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes