ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର; ୧ ମୃତ, ୪ ଆହତ

କଟକ ଜିଲ୍ଲା ନରସିଂହପୁର କୋକଳବା ଛକରେ ଏହି ଦୁର୍ଘଟଣା ଘଟିଛି।

୪ ଆହତଙ୍କ ମଧ୍ୟରେ ଜଣେ ଶିଶୁକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes