ଗୋଲ୍ଡେନ ବାବାଙ୍କ ୫୧ ଲକ୍ଷର ଅଡି କାର୍‌ ସିଜ୍‌ କଲା ଇଡି

ଲୋକଙ୍କୁ କୋଟି କୋଟି ଟଙ୍କା ଚୁନ ଲଗାଇ ଫେରାର ଥିବା ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ ବାବାଙ୍କ କାର PMLA ଆକ୍ଟ ଅନୁସାରେ ସିଜ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଗୋଲ୍ଡେନ ବାବାଙ୍କ କାର୍‌ ଭୁବନେଶ୍ବର IRC ଭିଲେଜରୁ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes