ଅଗ୍ନିଶମ ବାହିନୀର ଡିଜି ହେଲେ ସନ୍ତୋଷ ଉପାଧ୍ୟାୟ

ଜେଲ୍ ଡିଜି ଥିବା ୧୯୮୮ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ସନ୍ତୋଷ ଉପାଧ୍ୟାୟଙ୍କୁ ଆଜି ରାଜ୍ୟ ସରକାର ଅଗ୍ନିଶମ ବାହିନୀର ଡିଜି ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଆଜି ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes