ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେବ ଇମ୍ଫା

ସେବା ନିବୃତ ପରେ ଅଗ୍ନିବୀରଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ଇମ୍ଫା ଏମଡି ଶୁଭ୍ରକାନ୍ତ ପଣ୍ଡା।

ଯୁବକଙ୍କୁ ଦେଶସେବା ସୁଯୋଗ ଦେବାରେ ଅଗ୍ନିପଥ ନିଆରା ସ୍କିମ୍ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes