କୁମ୍ଭିଆ ନାଳର ବାଇପାସ ରାସ୍ତା ମରାମତି ଦାବି

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ କିଆକଟା ପଂଚାୟତ କିଆକଟା ଠାରୁ ଶଙ୍ଖାମାଳ ପର୍ଯ୍ୟନ୍ତ କୁମ୍ଭିଆ ନାଳର ବାଇପାସ୍ ରାସ୍ତାର ପୋଲଟି ଅଳ୍ପବର୍ଷାରେ ଭାଙ୍ଗି ଯାଇଛି l

୬ଟି ଗ୍ରାମର ଲୋକଙ୍କ ଯାତାୟାତ ଠପ୍ ହୋଇପଡିଛି। ସ୍କୁଲ ପିଲା ପାଠ ପଢାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ କହିଛନ୍ତି l ଜିଲ୍ଲା ପ୍ରଶାସନ ତୁରନ୍ତ ସମସ୍ୟା ସମାଧାନ କରିବାକୁ ଲୋକେ ଅନୁରୋଧ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes