ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜୁଜନତା ଦଳର ସମ୍ପାଦକ ସ୍ବାଧିନ କୁମାର ନାୟକ ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ନିଜ ଗ୍ରାମ ଅଣକଣାରେ ଥିବା ନିଜ ପୌତୃକ ଚାଷ ଜମିରେ ଅକ୍ଷୟ ତୃତୀୟା ଅବସରରେ ଓଡ଼ିଆ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଅଖିମୁଠି ଅନୁକୂଳ କରିଛନ୍ତି।
Credible Local News of Odisha