ବରପାଲି ଜଗନ୍ନାଥ ମନ୍ଦିରରେ ପର୍ଶୁରାମ ଜୟନ୍ତୀ ପାଳିତ

ଆଜି ବରଗଡ ଜିଲ୍ଲା ବରପାଲି ଜଗନ୍ନାଥ ମନ୍ଦିରରେ ବ୍ଲକ ସ୍ତରୀୟ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ନିରାଡ଼ମ୍ବର ଭାବରେ ପର୍ଶୁରାମ ଜୟନ୍ତୀ ପାଳନ କରାଯାଇଛି ।

ଆଜୀବନ ସଭାପତି ଥିବା ରାଜୀବ ଲୋଚନ ହୋତା ଓ ଗତିକୃଷ୍ଣ ତ୍ରିପାଠୀଙ୍କ ଦେହାନ୍ତ ଯୋଗୁଁ ଏପରି କରାଯାଇଛି ବୋଲି ସଭାପତି ଶ୍ରୀକୃଷ୍ଣ ଦେବତା ଓ ସମ୍ପାଦକ ଶରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes