ଅକ୍ଷୟ ତୃତୀୟାରେ ଧାନ ବୁଣିଲେ ଜିଲ୍ଲାପାଳ

ବଲାଙ୍ଗୀର ଠାରେ ଅକ୍ଷୟ ତୃତୀୟା ଦିବସ ପାଳନ ଅବସରରେ ଆଜି ଜିଲ୍ଲାପାଳ ଚଂଚଳ ରାଣା ପାରମ୍ପରିକ ପୂଜା ପରେ ଧାନ ବୁଣିଥିଲେ।

ଚଳିତ ବର୍ଷରେ ଭଲ ଫସଲ ହେବ ଓ ଚାଷୀଙ୍କ ଉନ୍ନତି ହେବ ବୋଲି ଶ୍ରୀ ଚଂଚଳ ରାଣା କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes