ଭାଇଚାରା ମଧ୍ୟରେ ପାଳିତ ହେଲା ଇଦ

ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳରେ ଭାଇ ଚାରା ମଧ୍ୟରେ ପାଳିତ ହୋଇଛି ପବିତ୍ର ଇଦ ।

ଏହି ଅବସରରେ ସଂଖ୍ୟା ଲଘୁ ଭାଇମାନେ ନୂତନ ବସ୍ତ୍ର ପରିଧାନ କରି ସମୂହ ନମାଜ ପାଠ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes