ଅକ୍ଷୟ ତୃତୀୟାରେ ଚକରେ ଲାଗିଲା ଅଖ

ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ରଥଖଳାରେ ଅକ୍ଷୟ ତୃତୀୟାରେ ବିଧି ମୁତାବକ ଚକରେ ଅଖ ଲାଗିବା କାର୍ଯ୍ୟ ସମାପନ ହୋଇଥିବା ବେଳେ ରଥ କାମ ଅନୁକୂଳ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes