ୱାର୍ଡ ନଂ ୫୯ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବିଏମସି ୱାର୍ଡ ନଂ ୫୯ରେ ଗଙ୍ଗୁଆକୂଳ ବିକାଶ ମଞ୍ଚ ପକ୍ଷରୁ ଅପସନା ଗାର୍ଡେନ ନୂଆଗାଁ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ କର୍ପୋରେଟର ବିରଞ୍ଚି ମହାସୁପକାର ଯୋଗଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes