ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ତାତି, ୪୩ ଡିଗ୍ରୀ ଛୁଇଁଲା

ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଦିନ ସାଢେ 11 ଟା ସୁଦ୍ଧା ତାପମାତ୍ରା 41 ଡିଗ୍ରୀ ଟପି ଯାଇଥିଲା l ଅପରାହ୍ନ ଅଢେଇଟା ବେଳକୁ ସହରରେ ତାପମାତ୍ରା 43 ଡିଗ୍ରୀ ଛୁଇଁଥିବା ପାଣିପାଗ ବିଭାଗ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes