କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଡ଼ିଆରେ ମଙ୍ଗଳବାର ୭୧ ତମଜିଲ୍ଲା ସ୍ତରୀୟ ଗୋସମ୍ବର୍ଦ୍ଧନା ସଭା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଅନୁଷ୍ଠିତ ହୋଇଛି।ଆୟୋଜିତ ସଭା ପାଟଣା ବି ଭି ଓ ବିଜୟ କୁମାର ସେଠୀ ଙ୍କ ସଂଯୋଜନା କରିଥିବା ବେଳେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଫୁଲ କୁମାର ସାହୁ ଅଧକ୍ଷତା ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ପ୍ରସନ୍ନ କୁମାର ପତି, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧକ୍ଷା ସୁକାନ୍ତି ନାୟକ, ଉପାଧ୍ୟକ୍ଷା ବୀଣାପ