୧୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

5ଟି ଓ ମୋ ସରକାର ବ୍ୟବସ୍ଥାରୁ ମିଳିଥିବା ମତାମତ ଭିତ୍ତିରେ ୪ ଜଣଙ୍କୁ ବହିଷ୍କୃତ କରିଛନ୍ତି, ୪ ଜଣଙ୍କୁ ଅବସର ଦେଇଛନ୍ତି ଓ ୬ ଜଣଙ୍କ ପେନସନ୍ ବନ୍ଦ କରିଛନ୍ତି ରାଜ୍ୟ ସରକାର।

ଜଣେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଡିଏସପି, ଜଣେ ସିଡିପିଓ, ଜଣେ ଫରେଷ୍ଟ ରେଞ୍ଜ ଅଫିସର, ଜଣେ ତହସିଲଦାର, ଜଣେ ବିଡ଼ିଓ, ଜଣେ ସିନିୟର୍ ମ୍ୟାନେଜର, ଜଣେ ଟ୍ୟାକ୍ସ କଲେକ୍ଟର, ଜଣେ ସପ୍ଲାଏ ଇନ୍ସପେକ୍ଟର ଓ ୩ ଜଣ ଜୁନିଅର ଇଞ୍ଜିନିୟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes