୬୫ ଦିନ ପରେ ଧରାପଡିଲା ବଳାତ୍କାର ଅଭିଯୁକ୍ତ

ଯାଜପୁର ଜିଲ୍ଲାର ରାମଚନ୍ଦ୍ରପୁର ଥାନାଞ୍ଚଳରେ ଏତେ ଫେବୃଆରୀ 18 ତାରିଖରେ ଜଣେ 13 ବର୍ଷର ନାବାଳିକାକୁ ଘରୁ ଡ଼ାକିନେଇ ବଳାତ୍କାର ପରେ ହତ୍ୟା ମାମଲାର ଅଭିଯୁକ୍ତ ଫେରାର ଥିଲା l

ତାକୁ 65 ଦିନ ପରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିବା ଆଜି ରାମଚନ୍ଦ୍ରପୁର ଥାନା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes