ଫେରାର ନିଶା ମାଫିଆ ସେକ ଜାମସେଦ ଗିରଫ

ନୟାଗଡରେ ତିନି କିଲୋ ବ୍ରାଉନସୁଗର ଜବତ ମାମଲାରେ ଜଡିତ ଥାଇ ଫେରାର ଥିବା ନିଶା ମାଫିଆ ସେକ ଜାମସେଦକୁ ପୁଲିସ ଓ ଏସଟିଏଫ ମିଳିତ ଭାବେ ଚଢ଼ାଉ କରି ଗିରଫ କରିଛନ୍ତି l

ଆଜି ତାକୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes