୨୦୨୧-୨୨ ଖରିଫ ଫସଲ ବୀମା ରାଶି ପ୍ରଦାନ ଦାବି

୨୦୨୧-୨୨ ଖରିଫ ଫସଲ ବୀମା ରାଶି ପ୍ରଦାନ ଦାବି ନେଇ ଆଜି ସକାଳ ୭ ଟାରୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ସୋହେଲା ମୁଖ୍ୟ ଛକ ଠାରେ କୃଷକ ବିକାଶ ମଞ୍ଚ ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes