ସ୍ଥାୟୀ ନିଯୁକ୍ତି ଓ ଥଇଥାନ ଦାବି ନେଇ ହିଙ୍ଗୁଳା କୋଇଲାଖଣି ବନ୍ଦ

ଆଜି ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମର ଶତାଧିକ ପରିବାର ଏମସିଏଲର ହିଙ୍ଗୁଳା କୋଇଲା ଖଣି ସାମ୍ନାରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣା ଦେଇଛନ୍ତି l

ଉକ୍ତ ଗ୍ରାମର ଫେଜ -୩ ସ୍ଥିତ ଗ୍ରାମର ୧୯୨ ଏକର ଜମିକୁ ତୁରନ୍ତ ଆୱାର୍ଡ ପାସ କରାଇ କ୍ଷତିପୂରଣ ରାଶି ପ୍ରଦାନ କରାଯିବା,୧୪୦ଟି ପରିବାରକୁ ସ୍ଥାୟୀ ନିଯୁକ୍ତି ସହ ଥାଇଥାନ କରାଯିବା ଆଦି ଦାବୀ ନେଇ ଧାରଣା ଦିଆଯାଇଛି l ଫଳରେ ହିଙ୍ଗୁଳା କୋଇଲାଖଣି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିବା ବେଳେ କୋଇଲା ଉତ୍ତୋଳନ ଓ ପରିବହନ ଠପ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes