ମୁକୁଳା ଟ୍ରାନ୍ସଫର୍ମରରେ ଲାଗି ବଳଦର ମୃତ୍ୟୁ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମୁଟାପ ପଞ୍ଚାୟତ ବରପଦା ଗାଁର ବ୍ରଜବନ୍ଧୁ ରାଉଳଙ୍କର ଏକ ବଳଦ ମୁକୁଳା ଓ ବିପଦଶଙ୍କୁଳ ଭାବେ ଥିବା ଟ୍ରାନ୍ସଫର୍ମର ତାରରେ ଲାଗି ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି।

ଏନେଇ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes