ସ୍କୁଲ ଅଟୋ ଓଲଟି ଆଠ ଛାତ୍ରଛାତ୍ରୀ ଆହତ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଆଦର୍ଶ ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଆଜି ଏକ ଅଟୋରେ ନୂଆପେଣ୍ଠରୁ ଯାଉଥିବା ବେଳେ ଜରଡ଼ା ଦେଉଳିଆ ନିକଟରେ ଏହା ଏକ ବାଇକକୁ ଧକ୍କା ଦେଇ ଓଲଟି ପଡିଛି l
ଏହି ଦୁର୍ଘଟଣାରେ ଆଠ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije