ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଆଦର୍ଶ ବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ଆଜି ଏକ ଅଟୋରେ ନୂଆପେଣ୍ଠରୁ ଯାଉଥିବା ବେଳେ ଜରଡ଼ା ଦେଉଳିଆ ନିକଟରେ ଏହା ଏକ ବାଇକକୁ ଧକ୍କା ଦେଇ ଓଲଟି ପଡିଛି l
ଏହି ଦୁର୍ଘଟଣାରେ ଆଠ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି l
Credible Local News of Odisha