ସେନ୍ସରୀ ପାର୍କ ବୁଲିଲେ ଭାବଗ୍ରାହୀ ମଡେଲ୍ ସ୍କୁଲର ଛାତ୍ରଛାତ୍ରୀ

ଭାବଗ୍ରାହୀ ମଡେଲ୍ ସ୍କୁଲର ଛାତ୍ରମାନେ ସହିଦନଗରରେ ଦିବ୍ୟାଙ୍ଗଙ୍କ ପାଇଁ ଉତ୍ସର୍ଗୀକୃତ ଭାରତର ପ୍ରଥମ ସେନ୍ସରୀ ପାର୍କ ପରିଦର୍ଶନ କରିବା ସହ ସେମାନେ ସମସ୍ତ ଉପକରଣକୁ ଅତି ସହଜରେ ବ୍ୟବହାର କରି ଏହାର ଆନନ୍ଦ ନେଇଥିଲେ l

ସାଥୀ ଏବଂ ଶିକ୍ଷକମାନଙ୍କ ସହ ଏହିପରି ଭ୍ରମଣ କରିବା କାର୍ଯ୍ୟକ୍ରମ ମୋତେ ଖୁସି ଓ ଆନନ୍ଦ ଦେଇଥିଲା l ​​ଯେଉଁଥିପାଇଁ ମୁଁ ସେନ୍ସୋରୀ ପାର୍କକୁ ବହୁତ ଉପଭୋଗ କରିପାରିଥିଲି ବୋଲି ଛାତ୍ର ରଣଜିତ ଶର୍ମା କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes