ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପାପକ୍ଷୟ ଘାଟ ପରିଦର୍ଶନ

ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ଆଜି ବିନିକାର ପୁଣ୍ୟପୀଠ ପାପକ୍ଷୟ ଘାଟ ପରିଦର୍ଶନରେ ଆସି ଏହାର ଉନ୍ନତିକରଣ ଉପରେ କି କି ପଦକ୍ଷେପ ନିଆଯିବ ସେନେଇ ପରିଷଦ କର୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ ।

ବିନିକା ଅଞ୍ଚଳବାସୀଙ୍କ ତରଫରୁ ଏହାର ପାରିପାର୍ଶିକ ଉନ୍ନତି ପାଇଁ ୬ ପ୍ରମୁଖ ଦାବି ଉପସ୍ଥାପନ କରାଯାଇଥିଲା। ଜିଲ୍ଲାପାଳ ଉକ୍ତ ଦାବି ଉପରେ ପର୍ଯ୍ୟଟନ ବିଭାଗକୁ ଲେଖି ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes