ସାପ କାମୁଡାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ପ୍ରଦାନ

ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ନରହରିପୁର ଗ୍ରାମର ସାପ କାମୁଡାରେ ମୃତ ସନ୍ତୋଷ ମହାରଣାଙ୍କ ପରିବାରବର୍ଗଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।

ଏହା ସହିତ ଏମ୍‌.ସି.ଏଲ୍‌.ର ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡରେ ନିଯୁକ୍ତି ପ୍ରଦାନ କରାଯାଇଛି । ଗତ କିଛି ମାସ ତଳେ ସନ୍ତୋଷ ମହାରଣାଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିଲା । ନରହରିପୁର ଗ୍ରାମ୍ୟ କମିଟି ସହଯୋଗରେ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କା ସ୍ୱର୍ଗତ ମହାରଣାଙ୍କ ଉତରାଧିକାରୀ ଧର୍ମପତ୍ନୀ ଜନନୀ ମହାରଣାଙ୍କୁ ପ୍ରଦାନ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes