ଓଭରଲୋଡିଂ ପାଇଁ ଦୁଇଟି ସ୍କୁଲ ବସ ଜବତ

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ରାମଚନ୍ଦ୍ରପୁର ନିକଟରେ ଦୁଇଟି ସ୍କୁଲ ବସରେ ଧାର୍ଯ୍ୟଠାରୁ ଅଧିକ ପିଲା ଯାଉଥିବାରୁ ତାହାକୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes