ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ଅଧିବେଶନ ଆରମ୍ଭ

କେନ୍ଦୁଝର ସ୍ଥାନୀୟ ଦରବାରହଲ ଠାରେ ଷଷ୍ଠ ଜିଲ୍ଲାପରିଷଦର ତୃତୀୟ ଅଧିବେଶନ ଆଜି ଆରମ୍ଭ ହୋଇଛି।

ପରିଷଦ ଅଧ୍ୟକ୍ଷା ସାଗରିକା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଧାୟକ ତଥା ଜିଲ୍ଲାପରିଷଦ ନବ ନିର୍ବାଚିତ ସଭ୍ୟା/ସଭ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ପୂର୍ବ ବୈଠକରେ ଆଲୋଚନା ହୋଇଥିବା ବିବରଣୀ ଦୃଢ଼ିକରଣ ଓ ଅନୂପାଳନର ସମୀକ୍ଷା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

District Handicapped School Subarnapur