ଶ୍ୱଶୁର ଘର ଆଗରେ ପିଲାଙ୍କ ସହ ୨ ବୋହୂଙ୍କ ଧାରଣା

ବ୍ରହ୍ମପୁର ମାର୍ଥାସାହିରେ ନ୍ୟାୟ ଦାବିରେ ୨ ଶିଶୁଙ୍କୁ ଧରି ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି ୨ ବୋହୂ।

ଶାଶୁ ଘର ଲୋକେ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।
୨ ଭଉଣୀ ଗୋଟିଏ ପରିବାରରେ ବାହା ହୋଇ ୨ ଯାଆ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes