ଆଞ୍ଚଳିକ ବ୍ରାହ୍ମଣ ସମିତି ଖଇରାର ଏକାଦଶ ତମ ବାର୍ଷିକ ଭ୍ରାମ୍ଯମାଣ ବ୍ରହ୍ମଯଜ୍ଞ ପ୍ରତିବର୍ଷ ପରି ଏବର୍ଷ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ବେଗୁନିଆ ଠାରେ ଆଜି ସକାଳ ସମୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଯଜ୍ଞ ଦୁଇଦିନ ଧରି ଚାଲିବା ନେଇ ସୂଚନା ମିଳିଛି।
Credible Local News of Odisha