ବିଶିଷ୍ଟ ଚିତ୍ରକର ଲଲାଟ ମୋହନ ପଟ୍ଟନାୟକ 2021 ବର୍ଷ ପାଇଁ ସମ୍ମାନଜନକ ଧର୍ମପଦ ପୁରସ୍କାର ପାଇବେ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି l
ଏଥିସହ ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ପଞ୍ଚାନନ ସୁର, ଦୁର୍ଗା ଚରଣ ପଣ୍ଡା ଏବଂ ଦେବେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ବୋଲି ଘୋଷଣା ହୋଇଛି l