କାଳ ବୈଶାଖୀ ଝଡ଼, ବିଦ୍ୟୁତ୍ ସେବା ବ୍ୟାହତ

ଆଜି ସନ୍ଧ୍ୟା ୬ଟା’ ୨୦ ମିନିଟ ସମୟରେ ପ୍ରାୟ ୧୦ ମିନିଟ ଧରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ହଠାତ୍ କାଳ ବୈଶାଖୀ ଝଡ଼ ଓ ବର୍ଷା ହୋଇଥିବା ଜଣାଯାଇଛି ।

ଫଳରେ ବହୁ ଲୋକଙ୍କର ନଡ଼ା ଛାତ ଘର ନଷ୍ଟ ହୋଇଥିବାବେଳେ କାଳ ବୈଶାଖୀ ପରଠୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes