ଲଛିପୁର କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର

ସୋନପୁର ସଦରବ୍ଲକ ଅନ୍ତର୍ଗତ ଲଛିପୁର କଲେଜରେ ଅଧ୍ୟାପକ ଆର୍ତ୍ତତ୍ରାଣ ଦାଶ ଓ ଗ୍ରନ୍ଥାଗାର ଦିଲିପ୍ କୁମାର ସାହୁଙ୍କ ନେତୃତ୍ଵରେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ ହୋଇଥିଲା।

ବିନିକା କଲେଜର ଛାତ୍ରୀ ଦୁଇଜଣ ତାଲିମ ଦେଇଥିଲେ। ୧୧୨ଜଣ ଛାତ୍ରୀ ଭାଗ ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes