କେନ୍ଦୁଝର ଜିଲା ପାଟଣା ଗସ୍ତରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଜାନୁୟାରୀ ୨୧ ତାରିଖରେ ଆସୁଥିବାରୁ ଆଜି ପାଟଣା ବିଜେପି ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା , ରାଜ୍ୟ ଭାଜପା ଆଦିବାସୀ ମୋର୍ଚ୍ଚା ଉପ ସଭାପତି ମମିତା ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ପଲେଇ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ।